ଅବିକା ଯୁବ ସାରସ୍ଵତ ସମ୍ମାନ ୨୦୨୬
ମନୋନୟନ/ସୁପାରିଶ ଫର୍ମ
(Nomination/Recommendation Form)
(ପାଠକ, ସମାଲୋଚକ ଓ ପ୍ରବୀଣ ସାହିତ୍ୟିକମାନଙ୍କ ଦ୍ୱାରା ଯୁବ ସ୍ରଷ୍ଟାଙ୍କ ନାମ ସୁପାରିଶ)
“ପ୍ରତିଭା ହିଁ ପ୍ରମୁଖ, ସଂଖ୍ୟା ନୁହେଁ”
ଓଡ଼ିଆ ସାହିତ୍ୟର ନୂତନ ଧାରା ସୃଷ୍ଟି କରୁଥିବା ୩୫ ବର୍ଷ କିମ୍ବା ତା’ଠାରୁ କମ୍ ବୟସର ପ୍ରତିଭାବାନ୍ ଯୁବ ସ୍ରଷ୍ଟାଙ୍କୁ ସମ୍ମାନିତ କରିବା ଓ ତାଙ୍କ ଅପ୍ରକାଶିତ ପାଣ୍ଡୁଲିପି ପ୍ରକାଶ କରିବା ଆମର ଲକ୍ଷ୍ୟ। ଆପଣଙ୍କ ନଜରରେ ଥିବା ଯୋଗ୍ୟ ସ୍ରଷ୍ଟାଙ୍କ ନାମ ସୁପାରିଶ କରନ୍ତୁ।