top of page
ABiKA Juba Saraswata Sammana 2026 Final.jpg
​ଅବିକା ଯୁବ ସାରସ୍ଵତ ସମ୍ମାନ ୨୦୨୬
​ଲେଖକ/ଲେଖିକାଙ୍କ ସ୍ୱ-ଆବେଦନ ଫର୍ମ (Self-Application Form)

​(୩୫ ବର୍ଷ ବା ତା'ଠାରୁ କମ୍ ବୟସର ଯୁବ ସାରସ୍ଵତ ସାଧକ/ସାଧିକାମାନଙ୍କ ପାଇଁ) ଅବିକା ଯୁବ ସାରସ୍ଵତ ସମ୍ମାନ ୨୦୨୬

(ଏକ ନିଆରା ପରିକଳ୍ପନା, ଏକ ନୂତନ ଆଭିମୁଖ୍ୟର ଉଦ୍ଘୋଷଣା )


ସାମ୍ପ୍ରତିକ ​ଓଡ଼ିଆ ସାହିତ୍ୟର ବିବିଧ ବିଭାଗ, ଯଥା- କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଶିଶୁ ସାହିତ୍ୟ ପ୍ରଭୃତିରେ କଲମ ଚାଳନାକରି ସମାଜକୁ ଏକ ନୂଆ ଧାରାରେ ଚଲେଇ ନେବାର ପ୍ରୟାସ ଜାରି ରଖିଥିବା ଯୁବ(୩୫ ବର୍ଷ ବା ତା’ଠାରୁ କମ୍ ବୟସର) ସାରସ୍ଵତ ସାଧକ, ସାଧିକାମାନଙ୍କର ଭୂମିକା ନିଶ୍ଚିତ ଭାବେ ସ୍ଵୀକାର୍ଯ୍ୟ ଏବଂ ଗୁରୁତ୍ଵପୂର୍ଣ୍ଣ। ସେମାନଙ୍କର ନିରବଚ୍ଛିନ୍ନ ସୃଜନଶୀଳତା, ନୂତନ ଭାବ, ପ୍ରବୃତ୍ତି ଓ ସାରସ୍ଵତ ସାଧନାକୁ ସ୍ଵୀକୃତି ଦେବା ଉଦ୍ଦେଶ୍ୟରେ 'ଅବିକା ବୁକ୍‍ ହାଇଭ୍‍' ତରଫରୁ ପ୍ରତିବର୍ଷ 'ଅବିକା ଯୁବ ସାରସ୍ଵତ ସମ୍ମାନ' ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

​ ଏହି ସ୍ବୀକୃତିସୂଚକ ସମ୍ମାନ ପ୍ରଦାନ ସହ ଗୌରବମୟ ଅଙ୍ଗୀକାରଟି ହେଉଛି- ସମ୍ମାନିତ ପ୍ରତିଭାଙ୍କର ଅପ୍ରକାଶିତ ଶ୍ରେଷ୍ଠ ପାଣ୍ଡୁଲିପିଟିକୁ 'ଅବିକା ବୁକ୍‍ ହାଇଭ୍‍' ସମ୍ପୂର୍ଣ୍ଣ ନିଜ ଦାୟିତ୍ଵରେ ପୁସ୍ତକ ଆକାରରେ ପ୍ରକାଶ କରିବ।


ନିୟମାବଳୀ:

ଜନ୍ମ ତାରିଖ:
Day
Month
Year
ଲିଙ୍ଗ:
ପୁରୁଷ
ମହିଳା
ଅନ୍ୟାନ୍ୟ
ସତ୍ୟପାଠ / ଘୋଷଣାପତ୍ର:

​ମୁଁ ଘୋଷଣା କରୁଛି ଯେ ଉପରୋକ୍ତ ସମସ୍ତ ତଥ୍ୟ ମୋର ଜ୍ଞାନ ଓ ବିଶ୍ୱାସ ମତେ ସମ୍ପୂର୍ଣ୍ଣ ସତ୍ୟ। ମୋର ବୟସ ସମ୍ବନ୍ଧୀୟ ପ୍ରମାଣ ଓ ମୋର ସୃଜନଶୀଳତାର ମୌଳିକତା ପାଇଁ ମୁଁ ନିଜେ ଦାୟୀ। ଯଦି କୌଣସି ତଥ୍ୟ ଭୁଲ୍ ବା ଜାଲ୍ ପ୍ରମାଣିତ ହୁଏ, ତେବେ ମୋର ଆବେଦନକୁ ରଦ୍ଦ କରିବାର ସମ୍ପୂର୍ଣ୍ଣ ଅଧିକାର 'ଅବିକା ବୁକ୍‍ ହାଇଭ୍‍' ନିର୍ଣ୍ଣାୟକ ମଣ୍ଡଳୀଙ୍କ ପାଖରେ ସଂରକ୍ଷିତ ରହିବ।

Drawing mode selected. Drawing requires a mouse or touchpad. For keyboard accessibility, select Type or Upload.
WhatsApp_icon.png
bottom of page