top of page

Bhaibhauni Kaha Kahani | Edited by Abinash Mohanty | Poetry Collection

₹199.00 Regular Price
₹139.30Sale Price
Quantity

Bhaibhauni Kaha Kahani | Edited by Abinash Mohanty | Poetry Collection | ଭାଇଭଉଣୀ କହ କାହାଣୀ | ସମ୍ପାଦନା: ଅବିନାଶ ମହାନ୍ତି | କବିତା ସଙ୍କଳନ 


ଅବିନାଶ ମହାନ୍ତି (ଜନ୍ମ: ୧୪ ମେ ୧୯୯୭, ପୁରୀ) ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି ଜଗତରେ ଏକ ପରିଚିତ ନାମ। ସେ ବି.ଏସ୍‌‌.ସି., ଏମ୍‌‌.ଏ. ଓ ଏଲ୍‌‌.ଏଲ୍‌‌.ବି. ଡିଗ୍ରୀଧାରୀ ଏବଂ ବୃତ୍ତିରେ ଜଣେ ଶିକ୍ଷକ। ସେ ‘ପରିବାର୍ କଲାକାରୀ’ ଓ ‘ପରିବାର୍‌-ଏ-ଅଲ୍ଫାଜ୍‌‌’ର ପ୍ରତିଷ୍ଠାତା।ଓଡ଼ିଆ, ହିନ୍ଦୀ, ଉର୍ଦ୍ଦୁ ଓ ଇଂରାଜୀ- ଚାରୋଟି ଭାଷାରେ ସେ ଲେଖାଲେଖି କରନ୍ତି। କବିତା ସହିତ ଇଂରାଜୀରେ ଦୁଇଟି ଉପନ୍ୟାସ ଓ ସସ୍‌‌ପେନ୍ସ ଥ୍ରିଲ‌ର୍ ରଚନା କରିଛନ୍ତି। ସାହିତ୍ୟ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ସହ ନୂଆ ପ୍ରତିଭାଙ୍କୁ ମଞ୍ଚ ଦେବାରେ ସେ ନିରନ୍ତର କାର୍ଯ୍ୟରତ।ବିଭିନ୍ନ ସାହିତ୍ୟିକ ଓ ସାଂସ୍କୃତିକ ମଞ୍ଚର ସଫଳ ଆୟୋଜକ ଭାବେ ସେ ଖୁବ ପରିଚିତ। ତାଙ୍କର ଏହି ବହୁମୁଖୀ ସାଧନା ତାଙ୍କୁ ଯୁବପିଢ଼ି ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।ତାଙ୍କ ସମ୍ପାଦିତ ‘ଭାଇଭଉଣୀ କହ କାହାଣୀ’ କବିତା ସଂକଳନରେ ଭାଇଭଉଣୀଙ୍କ ପବିତ୍ର ସମ୍ପର୍କ ଓ ରକ୍ଷାବନ୍ଧନର ଭାବନାକୁ ନେଇ ଅନେକ ହୃଦୟସ୍ପର୍ଶୀ କବିତା ସ୍ଥାନ ପାଇଛି।ଏହି ସଂକଳନଟି ପାଠକମାନଙ୍କ ହୃଦୟକୁ ନିଶ୍ଚିତ ଛୁଇଁବ ବୋଲି ଆଶା ଓ ବିଶ୍ୱାସ । - ଅବିନାଶ ସାହୁ

More About Abinash Mohanty : https://www.abika.in

WhatsApp_icon.png
bottom of page