top of page

Bou o Budhaloka | Bijaya Malla | Poetry Collection | ABiKA BOOK Hive

₹169.00 Regular Price
₹118.30Sale Price
Quantity
Expected ship by the end of october.

Bou o Budhaloka | Bijaya Malla | Poetry Collection | ବୋଉ ଓ ବୁଢ଼ାଲୋକ | ବିଜୟ ମଲ୍ଲ | କବିତା ସଙ୍କଳନ


ଗୀତ, ଗଳ୍ପ, କବିତା, ଚିତ୍ରନାଟ୍ୟ, ଫିଚର ଓ ସଂଳାପ ଲେଖୁଥିବା ବିଜୟ ମଲ୍ଲଙ୍କର ସାମ୍ବାଦିକତା, ରେଡ଼ିଓ, ମଞ୍ଚ, ଟେଲିଭିଜନରେ ଉପସ୍ଥାପନାର ଦୀର୍ଘ ଅଭିଜ୍ଞତା ରହିଛି। ବୃତ୍ତିରେ ସେ ଜଣେ ଲେଖକ, ଯାହାଙ୍କର ପ୍ରିୟତମ କାର୍ଯ୍ୟ ହେଉଛି ଲେଖିବା ଓ ପଢ଼ିବା।

 

ବିଜୟ ମଲ୍ଲ କଟକରେ ରହନ୍ତି। ତେବେ ତାଙ୍କର ପ୍ରକୃତ ଠିକଣା ହେଉଛି, ତାଙ୍କୁ ଭଲପାଉଥିବା ମଣିଷମାନଙ୍କ ହୃଦୟ।

 

‘ବୋଉ ଓ ବୁଢ଼ାଲୋକ’ ପଢ଼ିଲା ପରେ ଆପଣମାନେ ନିଶ୍ଚୟ ‘ବୋଉ’ କାନିରେ ଲୁହ ପୋଛିବେ ଏବଂ ‘ବୁଢ଼ାଲୋକ’ର ଆଶାବାଡ଼ି ହେବେ। -ପ୍ରକାଶକ

More About Bijaya Malla : https://www.abika.in

WhatsApp_icon.png
bottom of page