top of page

Mati Muhana | Trupti Ranjan Das | Short Stories Collection | ABiKA BOOK Hive

₹279.00 Regular Price
₹195.30Sale Price
Quantity
Expected ship by 15th November.

Mati Muhana | Trupti Ranjan Das | Short Stories Collection | ମାଟି ମୁହାଣ | ତୃପ୍ତି ରଞ୍ଜନ ଦାସ | ଗଳ୍ପ ସଙ୍କଳନ

ସାହିତ୍ୟ ଓ ବିଜ୍ଞାନର ଏକ ସୁନ୍ଦର ସମନ୍ୱୟ ଡ଼. ତୃପ୍ତି ରଞ୍ଜନ ଦାସ। ପଦାର୍ଥ ବିଜ୍ଞାନର ଗବେଷଣାଗାରରୁ ସାହିତ୍ୟର ସାରସ୍ୱତ ପୃଥିବୀ ଯାଏ ତାଙ୍କର ଯାତ୍ରା ଓଡ଼ିଆ ସାହିତ୍ୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି। କବିତା, ଗଳ୍ପ, ଉପନ୍ୟାସ, ଗଜଲ୍‌‌ ଓ ଗୀତିକବିତାରେ ତାଙ୍କ ସୃଜନଶୀଳତା ପାଠକଙ୍କ ଆଦୃତି ଲାଭ କରିଛି। ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ଓ ସାହିତ୍ୟ ଏକାଡ଼େମୀ ର ଜାତୀୟ ସ୍ତରରେ ବିଭିନ୍ନ କାର୍ଯକ୍ରମରେ ଭାଗ ନେଇ ପ୍ରଶଂସା ଓ ସମ୍ମାନ ସାଉଁଟିଥିବା ଡ଼. ଦାସଙ୍କ ନୂତନ ଗଳ୍ପ ସଙ୍କଳନ ‘ମାଟି ମୁହାଣ’ ପ୍ରକାଶ ଆମ ପାଇଁ ଆନନ୍ଦ ଓ ଗୌରବର ବିଷୟ। ପ୍ରକାଶକ ଭାବେ ଏହି କୃତିକୁ ପାଠକଙ୍କ ନିକଟରେ ଉପସ୍ଥାପନ କରିବାର ସୁଯୋଗ ପାଇ ଆମେ ଆନନ୍ଦିତ ଓ ଗୌରବାନ୍ୱିତ। ଆମର ବିଶ୍ୱାସ, ଏହି ଗଳ୍ପ ସଂକଳନ ପାଠକମାନଙ୍କ ମନରେ ଏକ ନୂତନ ଆଲୋଡ଼ନ ସୃଷ୍ଟି କରିବା ସହ ସେମାନଙ୍କୁ ଆହୁରି ମାଟିମନସ୍କ କରିବ; ମାଟି, ମଣିଷ ଓ ଜୀବନର ଅନାବିଷ୍କୃତ ଅନୁଭବ ସହ ଯୋଡ଼ି ଦେବ। -ପ୍ରକାଶକ More About Trupti Ranjan Das : https://www.abika.in

WhatsApp_icon.png
bottom of page