top of page

Paheli | Bandana Mishra | Novel | ABiKA BOOK HIVE

₹279.00 Regular Price
₹195.30Sale Price
Quantity
Expected ship by 20th November.

Paheli | Bandana Mishra | Novel | ପହେଳି | ବନ୍ଦନା ମିଶ୍ର | ଉପନ୍ୟାସ

ସାହିତ୍ୟ ଓ ସାମ୍ବାଦିକତା - ଉଭୟ କ୍ଷେତ୍ରରେ ସକ୍ରିୟ ଯୁବ କବୟିତ୍ରୀ ଓ ଗାଳ୍ପିକା ବନ୍ଦନା ମିଶ୍ର ନିଜର ସୃଜନଶୀଳତା ଓ ସମ୍ବେଦନଶୀଳ ଦୃଷ୍ଟିଭଙ୍ଗୀ ଦ୍ୱାରା ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ି ପାରିଛନ୍ତି। ‘ଗୋପାଳର ଡର’ , ‘କହ୍ନେଇର ଇଚ୍ଛା’ (ଶିଶୁ ଗଳ୍ପ ସଙ୍କଳନ), ‘ମୁଁ କାହାର’ (ଗଳ୍ପ ସଙ୍କଳନ) ଏବଂ ‘ଗଲା ହପ୍ତା ଯାଇଥିଲି ଗାଁକୁ ତୋ’ର’ ଭଳି କବିତା ପୁସ୍ତକ ତାଙ୍କ ସାହିତ୍ୟିକ ଯାତ୍ରାର ପରିଚୟ ବହନ କରନ୍ତି। ‘ସେଇରାତି’ ଗଳ୍ପ ପାଇଁ ‘କଥା’ ନବପ୍ରତିଭା ପୁରସ୍କାର ସହ ଅନ୍ୟାନ୍ୟ ସାହିତ୍ୟିକ ସ୍ୱୀକୃତି ସାହିତ୍ୟ ପ୍ରତି ଥିବା ତାଙ୍କ ନିଷ୍ଠାକୁ ପ୍ରତିପାଦିତ କରେ।

ପୁସ୍ତକଟିଏ ଶବ୍ଦ ମାନଙ୍କୁ ଧରି ରଖିବାର ଆଧାର ମାତ୍ର ନୁହେଁ ଲେଖକ/ଲେଖିକାଙ୍କ ଭାବନା ଓ ଅନୁଭବକୁ ପାଠକମାନଙ୍କ ନିକଟରେ ପହଞ୍ଚାଇବାର ଏକ ବଳିଷ୍ଠ ମାଧ୍ୟମ। ବନ୍ଦନାଙ୍କ ଏହି ପ୍ରଥମ ଉପନ୍ୟାସ ‘ପହେଳି’ ପାଠକମାନଙ୍କ ମନରେ ଏକ ଚିରକାଳୀନ ଶିହରଣ ସୃଷ୍ଟି କରିବ ବୋଲି ଆମର ଦୃଢ଼ ବିଶ୍ୱାସ। -ପ୍ରକାଶକ More About Bandana Mishra : https://www.abika.in

WhatsApp_icon.png
bottom of page